Site icon Awaj Media

ବାଲୁଗାଁ ଗୋପୀନାଥପୁର ଛକ ଠାରେ ଟ୍ରକ ଦୁର୍ଘଟଣା : ଜଣେ ମୃତ ଜଣେ ଆହତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଗୋପୀନାଥପୁର ଛକ ଠାରେ ଟ୍ରକ ଦୁର୍ଘଟଣା ରେ ଜଣେ ମୃତ ଜଣେ ଆହତ ! ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ଗୋପୀନାଥପୁର ଛକ ଠାରେ ଆଜି ସକାଳ ସମୟରେ ଟ୍ରକ ଦୁର୍ଘଟଣାରେ ସାନହନ୍ତୁଆଡ ଗ୍ରାମର ବାସୁଦେବ ପତିଙ୍କ (୩୫) ର ମୃତ୍ୟ ହୋଇଥିବା ବେଳେ ଆଉ ଜଣେ ଯୁବକ ଆହତ ହୋଇଥିବା ଜଣା ପଡ଼ିଛି । ଉକ୍ତ ଘଟଣା କୁ କେନ୍ଦ୍ରକରି ପରିବାର ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିବାର ସୁଚନା ମିଳିଛି । ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version