ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଜଙ୍ଗଲୀ ବାରହା ସହିତ ମୁଂହାମୁହିଁ ହୋଇଥିଲେ ନାବାଳକ ସୁମନ ! ପାଖାପାଖି ଏକ ଘଣ୍ଟା ବାରହା କୁ ବେକ ପାଖରୁ ଚାପି ଧରି ନିଜକୁ ବଞ୍ଚାଇଥିଲେ ! ସାହାସିକତା ପାଇଁ ଶୁଭେଚ୍ଛା ର ସୁଅ ଛୁଟୁଛି ସୁମନ ବେହେରା ଙ୍କ ନିକଟକୁ ! ଯୁବ ସମାଜ ସେବୀ ଅଜୟ କୁମାର ପାଣି ସାହାସି ବାଳକ ସୁମନଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ସୁମନ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ସାହସୀ ସୁମନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ଅଜୟ କୁମାର ପାଣି !!!

