Site icon Awaj Media

ଆୱାଜ ମିଡ଼ିଆ ର କଟକ ଜିଲ୍ଲା ପ୍ରତିନିଧି ସମ୍ମିଳନୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ଆୱାଜ ମିଡ଼ିଆ ର କଟକ ଜିଲ୍ଲା ପ୍ରତିନିଧି ସମ୍ମିଳନୀ ଆୟୋଜିତ ! ବାଙ୍କୀ ନିକଟସ୍ଥ ଯାତମୁଣ୍ଡିଆ ପଥ ପ୍ରାନ୍ତ ସେବା କେନ୍ଦ୍ର ରେ ଆୱାଜ ମିଡ଼ିଆ ର କଟକ ଜିଲ୍ଲା ପ୍ରତିନିଧି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି !

କଟକ ଜିଲ୍ଲାର ବିଭିନ୍ନ ବ୍ଲକ ରେ କାର୍ଯ୍ୟରତ ପ୍ରତିନିଧି ମାନେ ବୈଠକରେ ଯୋଗଦେଇ ଖବର ସଂଗ୍ରହ , ପ୍ରସାରଣ ଉପରେ ଆଲୋଚନା କରିଥିଲେ ! ଡିଜିଟାଲ ମିଡିଆ କ୍ଷେତ୍ରରେ ଦୀର୍ଘ ତେର ବର୍ଷ ଧରି ଖବର ପ୍ରସାରଣ କରୁଥିବା ଆୱାଜ ମିଡ଼ିଆ ର ସାମାଜିକ ଗଣମାଧ୍ୟମର ସମସ୍ତ ସାଇଟ ରେ ଭିଜିବିଲିଟି ଥିବା ସମୟରେ ନିଜସ୍ୱ ୱେବ ପୋର୍ଟାଲ www.awajmedia.com ରହିଅଛି !

Exit mobile version