Site icon Awaj Media

ଟେନିସ ପଡିଆରେ ଥିବା ବୈକୁଣ୍ଠ ସଦନର ର ନବକଳେବର !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ବ୍ଲକ ଅଧୀନ ଟେନିସ ପଡିଆରେ ଥିବା ବୈକୁଣ୍ଠ ସଦନର ର ନବକଳେବର । ଉଦଘାଟନ କଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବଡମ୍ବା ବିଧାୟକ, ପଞ୍ଚାୟତ ସମିତି ଅଧକ୍ଷ ରଘୁପତି ମହାନ୍ତି, କଟକ ଜିଲ୍ଲା ଗ୍ରାମୀଣ ସଭାପତି ରାମନାରାୟଣ ମହାନ୍ତି, ବି ଡ଼ି ଓ ଚିତ୍ତରଞ୍ଜନ ଦାସ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ପରେ ପ୍ରେସ ମିଟ କରାଯାଇ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଉପଲକ୍ଷେ ଆଶ୍ରିବାଦ ଦୀପ ଜାଳିବାପାଇଁ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି ସମସ୍ତଙ୍କୁ ଅନୁରୋଧ କରିଥିଲେ ।

Exit mobile version