Site icon Awaj Media

ରାତି ପାହିଲେ ବିଘ୍ନ ବିନାଶକଙ୍କ ପୂଜା : ପାରଳା ବଜାରରେ ଭିଡ଼ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବଜାର ରେ ଭିଡ଼ ଜମିଛି । ପୁରପଲ୍ଲୀ ରୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି , ଲୋକେ ଗଣେଶ ଠାକୁରଙ୍କ ମୂର୍ତ୍ତି କ୍ରୟ କରିବା ସହ ନଡ଼ିଆ , କଦଳୀ, ମିଠା , ଫଳ , ନୂତନ ବସ୍ତ୍ର , ପୂଜା ସାମଗ୍ରୀ କ୍ରୟ କରୁଥିବାର ଦେଖିବାକୁ ମିଳିଛି ।

Exit mobile version