Site icon Awaj Media

ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ ଗଣେଶ ପୂଜା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି । ପୂଜାରେ ବିଭିନ୍ନ ଵିଭାଗ ର କର୍ମଚାରି ଉପସ୍ଥିତ ରହି ପୂଜାର୍ଚ୍ଚନାରେ ଯୋଗ ଦେଇଛନ୍ତି । କିପରି ଜିଲ୍ଲାର ବିକାଶ ହେବା ସହ କର୍ମଚାରି ଶାନ୍ତି ରେ କାର୍ଯ୍ୟ କରିବେ ସେମାନଙ୍କ ଦୁଃଖ କଷ୍ଟ ଦୂର ହୋଇ କାର୍ଯ୍ୟ କରିପାରିବେ ଏହାହିଁ କରାଯାଇଛି ପ୍ରାର୍ଥନା । କାର୍ଯ୍ୟ।ଳୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Exit mobile version