Site icon Awaj Media

ପୁରୁଣା କେରାଣ୍ଡି ଗ୍ରାମରେ ଗଣେଶ ପୂଜା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ର କେରାଣ୍ଡି ପଞ୍ଚ।ୟତର ପୁରୁଣା କେରାଣ୍ଡି ଗ୍ରାମରେ ଗଣେଶ ପୂଜା ମହା ସମାହାର ରେ ଅନୁଷ୍ଠିତ ହୋଇଛି । ଗ୍ରାମର ଯୁବ ଗୋଷ୍ଠୀଙ୍କ ଦ୍ୱାରା ମହ।ସୋମହର ରେ ପାଳିତ ହୋଇଛି ପୂଜା ! ସକାଳ ସନ୍ଧ୍ୟାରେ ଆଳତି ସହ ପୂଜା ପାଠ ଅନୁଷ୍ଠିତ ହେଉଛି , ଭଜନ ଜଣାଣ ଚାଲିଛି । ଗ୍ରାମ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଗ୍ରାମର ୱାର୍ଡ ମେମ୍ବର ସରୋଜ ଜେନା, ସନ୍ତୋଷ ପ୍ରମୁଖ ସହଯୋଗ କରୁଛନ୍ତି ।

Exit mobile version