Site icon Awaj Media

ଓଡ଼ିଶା କୃଷି ଶିଳ୍ପ ନିଗମ ଜିଲ୍ଲା କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଶା କୃଷି ଶିଳ୍ପ ନିଗମ ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଓଡ଼ିଶା କୃଷି ଶିଳ୍ପ ନିଗମର ଅଧିକାରୀ ଭବାନୀ ଶଙ୍କର ଦାସଙ୍କ ଉପସ୍ଥିତିରେ ଠାକୁରଙ୍କୁ ଧୂପ ଦୀପ ହୋମ ଯଜ୍ଞ ଆଳତି ପୂଜା ଅର୍ଚ୍ଚନା କରାଯାଇଥିଲା ! ଜିଲ୍ଲାର ବିକାଶ କୃଷିର ଉନ୍ନତି ପାଇଁ ପ୍ରାର୍ଥନା କରିଥିଲେ କର୍ମଚାରୀ ! ଅଫିସ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ , ସେହିଭଳି ପୂର୍ତ୍ତ ବିଭାଗ ଅଫିସରେ ମଧ୍ୟ ବିଶ୍ଵକର୍ମା ପୂଜା ଆୟୋଜିତ ହୋଇଥିଲା !

Exit mobile version