ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସୁଭଦ୍ରା ଯୋଜନା ର ଦୁଇ ବର୍ଷ ପୂରଣ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିବସ ଅବସର ରେ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ । ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ର କେରାଣ୍ଡି ପଂଚାୟତର ବି.ସୀତାପୁର ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ଠାରେ ସୁଭଦ୍ରା ଯୋଜନା ର ଦୁଇ ବର୍ଷ ପୂରଣ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିବସ ଅବସର ରେ ସୁଭଦ୍ରା ମା ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରି ଶୁଭ କାମନା କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳୀ ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ଗ୍ରାମର ବହୁ ସୁଭଦ୍ରା ମା ମାନେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ କାମନା କରିଥିଲେ ।
ସୁଭଦ୍ରା ଯୋଜନାର ଦୁଇ ବର୍ଷ ପୂରଣ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିବସ ଅବସର ରେ ଦୀପ ପ୍ରଜ୍ୱଳନ !!!

