ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆସନ୍ତା କାଲି ଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ! ବିଧାନସଭା ଅବ୍ୟବହିତ ପୂର୍ବରୁ ଓଡ଼ିଶା ବିଧାନସଭାରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ ! ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ , ଉପ ମୁଖ୍ୟମନ୍ତ୍ରୀ , ରାଜ୍ୟର ଅନ୍ୟ ମନ୍ତ୍ରୀ ବିଧାୟକ , ବିରୋଧୀ ଦଳର ସଦସ୍ୟ ମାନେ ବୈଠକରେ ଉପସ୍ଥିତ ରହିଥିଲେ ।
ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ପାଇଁ ସର୍ବ ଦଳୀୟ ବୈଠକ !!!

