ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ପୁଣି ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ ! ସମ୍ଭାବ୍ୟ ବାତ୍ୟା କୁ ଭୟ ନାହିଁ କି , ଲଗାଣ ବର୍ଷା କୁ ଖାତିର ମଧ୍ୟ ନାହିଁ ! ଏଥର ଦାବୀ ପୂରଣ ହେଲେ ରାଜଧାନୀ ଗାନ୍ଧୀ ମାର୍ଗରୁ ହଟିବେ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ଆନ୍ଦୋଳନରତ ଶିକ୍ଷକ ! ତିନି ଦଫା ଦାବୀ ନେଇ ବିଗତ ଦିନରେ ଆନ୍ଦୋଳନ କରି ଦାବୀ ପୂରଣ ର ପ୍ରତିଶ୍ରୁତି ପାଇ ଧାରଣା ପ୍ରତ୍ୟାହାର କରିଥିଲେ ! ହେଲେ ଦାବୀ ପୁରଣ ରେ ଟାଳଟୁଳ ନୀତି ଧରିଛନ୍ତି ସରକାର ! ଚଳିତ ଥର ଆଉ କୌଣସି ଆଲୋଚନା ନାହିଁ କି ପ୍ରତିଶ୍ରୁତି ଶୁଣିବାର ନାହିଁ – ଦାବୀ ପୂରଣ ହେବ , ଏଠୁ ଆମେ ଉଠିବୁ ବୋଲି ସିଧା ସିଧା କହିଛନ୍ତି !
ପୁଣି ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ !!!

