Site icon Awaj Media

ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଲଘୁଚାପ ଜନିତ ଗଭୀର ଅବପାତର ପ୍ରଭାବ ଗଜପତି ଜିଲ୍ଲାରେ ଅନୁଭୂତ ହୋଇଛି । ଗତକାଲି ସନ୍ଧ୍ୟାଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ରାତି ସାରା ମଝିରେ ମଝିରେ ବର୍ଷା ହୋଇଥିବା ବେଳେ ଆଜି ସକାଳୁ ମଧ୍ୟ ଅନେକ ଅଞ୍ଚଳରେ ଝିପ୍‌ଝିପ୍‌ ବର୍ଷା ଜାରି ରହିଛି । ଗତକାଲି ସନ୍ଧ୍ୟାଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । କିଛି ସ୍ଥାନରେ ଭୂସ୍ଖଳନ ସହ ଘର ଭାଙ୍ଗି ରାସ୍ତା ରେ ଗଛ ପଡ଼ିବା ଦେଖିବାକୁ ମିଳିଛି ! ଘଟଣାସ୍ଥଳରେ ଅଧିକାରୀ ପହଞ୍ଚି ସମାଧାନ କରିବା ଦେଖିବାକୁ ମିଳିଛି ।

Exit mobile version