ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଉଦ୍ୟାନ ବିଭାଗ ସହାୟତା ରେ ଗୋଲ ମରିଚ ଚାଷ କରି ଜିଲ୍ଲାର ବିଭିନ୍ନ ବ୍ଲକ ରେ ଚାଷୀ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ଜାତୀୟ ଉଦ୍ୟାନ କୃଷି ମିଶନ ମାଧ୍ୟମ ରେ ଆରମ୍ଭ ହୋଇଥିଲା ଏହା ପରେ ରାଜ୍ୟ ସରକାରଙ୍କ ମସଲା ମିଶନ ମାଧ୍ୟମରେ ଉପନିର୍ଦ୍ଦେଶକ ଙ୍କ ପକ୍ଷ ରୁ ଚାରା କରାଯାଇ ରିହାତି ମାଧ୍ୟମ ରେ ଯୋଗାଇ ଦିଆ ଯାଉଛି । ବେସେଶ କରି ଜିଲ୍ଲାରେ ଜଙ୍ଗଲରେ ରହୁଥିବା ଆଦିବାସୀ ମା ନ ଙ୍କ ସକାଶେ ଅତ୍ୟନ୍ତ ଉପ ଜୋ ଗି ଓ ଲାଭ ଦାୟକ ସ। ବ ସ୍ତ ହୋଇ ପାରିଛି। ସେମାନଙ୍କର ଅଧୀନରେ ଥିବା ଜଙ୍ଗଲ ଜମି ରେ ଥିବା ଗଛ ରେ ଦୁଇ ରୁ ଚାରୋଟି ଲେଖାଏଁ ଗୋଲ ମରିଚ ଲତ। ମ ଳ । ଈ ଦେବା ଦ୍ଵାରା ଏକ ବର୍ଷ ପରେ ସେଠୀ ରୁ ହାର। ହାରି ଚାରି କେଜି ରି ପଞ୍ଚ କେଜି ଯୋଗ୍ୟ ଶୁଖିଲା ଗୋଲ ମରିଚ ପାଇ ପାରୁ ଛନ୍ତି। ଗୋଟିଏ ଗୋଲ ମରିଚ କେଜି ପିଛା ସାତ ସହ ରୁ ଆଠଶହ ହିସାବରେ ସେମାନେ କୋଡ଼ିଏ ରୁ ପଚି ସି ଟି ଜଙ୍ଗଲ ଗଛରେ ମଳ। ଇ ବର୍ଷକୁ ହାର। ହ।ରି ସା ଠି ଏ ହଜାର ରୁ ଅ ସିଏ ହଜାର ଟଙ୍କ। ଆଦ ୟ ହୋଇ ପରୁଚିନ୍ତି। ଏଥି ସକାଶେ ସେମାନଙ୍କ ହାତରୁ କୌଣସି ଚାଷ ଖର୍ଚ୍ଚ ପଡୁ ନଥିବାରୁ ଓ ଜଙ୍ଗଲ ଜମି ର ଗଛ ରେ ମଳ । ଇ ଲାଭ ପାଇ ପାରୁ ଥିବାରୁ ଗୋଲ ମରିଚ ଚାଷ ପ୍ରତି ଆକୃଷ୍ଟ ହୋଇ ପାରୁ ଛନ୍ତି ଗଜ ପତି ଜିଲ୍ଲାର ଗୁମ୍ମା ର ରୋହି ସିଂ, ତୁମ ଲ, ମୁନିଶିଂ, କୁମଣ୍ଡିଆ , ତିବି ସିଂ ସେହି ଭଳି ମୋହନର ପିଣ୍ଡିକି ପଞ୍ଚ। ୟ ତ, ମୋହନ ପଞ୍ଚ। ୟ ତ, ରାୟଗଡ଼ା ବ୍ଲକ୍ ର, ତାଳ ମୁଣ୍ଡା ପଞ୍ଚ।ୟତ, ଡମ୍ବ।ଳ। ଅମେଡ।ରେ ରାଉଦୀୟ ଗିରି ବ୍ଲକ ରେ ସୁବଲ ଡ୍।, ମଙ୍ଗ ରାଜ ପୁର, ଦିହୁଡି ସାହି ରେ ଚାସ କରାଯାଉଥିବା ଜଣା ପଡ଼ିଛି। ଏହି ଚାସ କରିବା ଦ୍ୱାରା ବେସ ଲାଭବାନ୍ ହେବା ସହ ସେମାନଙ୍କର ସାମାଜିକ ଅର୍ଥ ନୌତିକ ଅଭି ବୃଦ୍ଧି ହୋଇ ସମାଜ ର ମୁଖ୍ୟ ସ୍ରୋତ କୁ ଆସି ପାରିଛନ୍ତି।
ଉଦ୍ୟାନ ବିଭାଗ ସହାୟତାରେ ଗୋଲମରିଚ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଚାଷୀ !!!

