Site icon Awaj Media

ମେଣ୍ଟେନାନ୍ସ ନାମରେ ହେଉଛି ବିଦ୍ୟୁତ କାଟ : ବିଦ୍ୟୁତ ବିଭାଗ ଦୃଷ୍ଟି ପଡିବ କେବେ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମେଣ୍ଟେନାନ୍ସ ନାମରେ ହେଉଛି ବିଦ୍ୟୁତ କାଟ , ହେଲେ ଖୁଣ୍ଟରେ ମାଡି ଗଲାଣି ଲଟା ! ବିଦ୍ୟୁତ ବିଭାଗ ଦୃଷ୍ଟି ପଡିବ କେବେ ! ଗଜପତି ଜିଲ୍ଲା ବିଦ୍ୟୁତ ବିଭାଗ ପକ୍ଷ ରୁ ମେଣ୍ଟେନାନ୍ସ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ କରାଯାଉଛି , କିନ୍ତୁ ସହରରେ ବିଦ୍ୟୁତ ପୋଲ ରେ ଥିବା ଷ୍ଟ୍ରିଟ୍ ଲାଇଟ୍ ରେ ଲତା ମାଡି ଯାଇଛି । ଉଜ୍ଜଳ ଆଲୋକ ବଦଳରେ ଅନ୍ଧାର ହେଉଛି । କିଛି ଦିନ ତଳେ ବିଦ୍ୟୁତ ତାର ପୋଲ ରୁ ଛିଣ୍ଡିଗଲା , ରାଜ ଦାଣ୍ଡରେ ଦୀର୍ଘ ସମୟ ଧରି ଜନସାଧାରଣ ଭୟଭିତ ହୋଇଗଲେ । ବିଭାଗ କର୍ମଚାରି ବହୁ ସମୟ ପରେ ଆସିଲେ । ଏହି ବିଷୟ ରେ ବିଭାଗ କର୍ମଚାରି ଅବଗତ ଥାଇ ସୁଦ୍ଧା ଫୋନ ଉଠାଉନାହାଁନ୍ତି !

Exit mobile version