Site icon Awaj Media

ଖବର ପ୍ରସାରଣ ପରେ ହେଲା କାର୍ଯ୍ୟାନୁଷ୍ଠାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିଦ୍ୟୁତ ବିଭାଗ ! ବାଜିଲା ଖବର , ବିଦ୍ୟୁତ୍ ବିଭାଗ ସଫା କଲା ଡାଳ ଲତା ! ଗଜପତି ଜିଲ୍ଲା ସଦର ମହକୁମା ପାରଳଖେମୁଣ୍ଡିଠାରେ ଷ୍ଟ୍ରିଟ୍ ଲାଇଟ୍ ରେ ଲତା ମାଡ଼ି ବସିଥିଲା ! ଯାହା ଫଳ ରେ ଷ୍ଟ୍ରିଟ୍ ଲାଇଟ୍ ଟି ଜଳିଲେ ମଧ୍ୟ ଉଜ୍ଜଳ ବଦଳରେ ଅନ୍ଧାର ହେଉଥିଲା ! ଖବର ପ୍ରସାରଣ ପରେ ବିଭାଗ ସଫା କରିଛି ଲତା ! ଏପରି କାର୍ଯ୍ୟ ପରେ ଗଣମାଧ୍ୟମ କୁ ଏବଂ ବିଭାଗ କୁ ଅଞ୍ଚଳ ବାସୀ କୃତଜ୍ଞତା ଜଣାଇଛନ୍ତି !

Exit mobile version