Site icon Awaj Media

ଆଗକୁ ନିର୍ବାଚନ : ସରଗରମ ହେଉଛି ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦୀର୍ଘ ଆଠ ବର୍ଷ ପରେ ମହାବିଦ୍ୟାଳୟ ନିର୍ବାଚନ ପାଇଁ ଘୋଷଣା ହେବା ପରେ ସରଗରମ ହୋଇଉଠିଛି କଲେଜ କ୍ୟାମ୍ପସ ସବୁ ! କଟକ ଜିଲ୍ଲା ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନିର୍ବାଚନକୁ ନେଇ ମାହୋଲ ପୁରା ସରଗରମ !

Exit mobile version