Site icon Awaj Media

ସିଜେପି କୁ ସମର୍ଥନ କରି ଲୋୟର ପିଏମଜି ରେ ଆପ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଦୀପକ ପଣ୍ଡା : ସିଜେପି କୁ ସମର୍ଥନ କରି ଲୋୟର ପିଏମଜି ରେ ଆପ ! ଆଜି ଠାରୁ କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବୀରେ ରାଜରାସ୍ତାକୁ ଓହ୍ଲାଇଛି ସିଜେପି ! ଏହି ଆନ୍ଦୋଳନକୁ ସମର୍ଥନ କରି ଓଡ଼ିଶାରେ ପ୍ରତୀକାତ୍ମକ ଧାରଣା ଦେଇଛି ଆମ ଆଦମୀ ପାର୍ଟି ! ଆପ ଓଡିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରାଜଧାନୀ ଲୋୟର ପିଏମଜି ଗାନ୍ଧୀ ମାର୍ଗରେ ଏକତ୍ରିତ ହୋଇ ସରକାର ବିରୋଧୀ ନାରାବାଜି କରିଥିଲେ !

Exit mobile version