ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମାର୍କେଟ ବିଲଡିଂ ରେ ନୂତନ କରି ଖୋଲିଲା ଏକ୍ସଲୁସିଭ ଲେଡ଼ିଜ ଓୟାର ସୋରୁମ ଇନ୍ଦିରା ଟେକ୍ସଟାଇଲସ ! ଆଗରୁ ରାଉରକେଲାରେ ବ୍ୟବସାୟ କରୁଥିବା ଇନ୍ଦିରା ଟେକ୍ସଟାଇଲସ ଏବେ ରାଜଧାନୀ ବଜାରରେ ଏଣ୍ଟ୍ରି କରିଛି ! 65 ବର୍ଷ ଧରି ଏହି ପ୍ରତିଷ୍ଠାନ ନାମୀଦାମୀ କମ୍ପାନୀର ପ୍ରଡକ୍ଟ ବିକ୍ରି କରି ଗ୍ରାହକଙ୍କ ଆସ୍ଥାଭାଜନ ହୋଇପାରିଛି ! ୟୁନିଟ ଦୁଇ ମାର୍କେଟ ବିଲଡିଂ ରେ ଖୋଲିଥିବା ଏହି ସୋରୁମ ରେ କେବଳ ମହିଳା ମାନଙ୍କ ପାଇଁ ସାମଗ୍ରୀ ଉପଲବ୍ଧ ବୋଲି କହିଛନ୍ତି ପ୍ରପାଇଟର ! ହ୍ୟାଣ୍ଡଲୁମ ପ୍ରଡକ୍ଟ ଠାରୁ ଆରମ୍ଭ କରି ସମସ୍ତ ଫ୍ୟାସନ ଏବଂ ମଡର୍ଣ୍ଣ ପ୍ରଡକ୍ଟର ଏହି ସୋରୁମ ଗ୍ରାହକଙ୍କୁ ବେଶ ଆକର୍ଷିତ କରିପାରଛି ! ଆଗକୁ ପୂଜା ବଜାର ଥିବା ସମୟରେ ଏକ୍ସଲୁସିଭ ଲେଡ଼ିଜ ଓୟାର ସୋରୁମ ଇନ୍ଦିରା ଟେକ୍ସଟାଇଲସ ବେଶ ଭଲ ବ୍ୟବସାୟ କରିବାକୁ ଆଶା ରଖିଛି !
ମାର୍କେଟ ବିଲଡିଂ ରେ ନୂତନ କରି ଖୋଲିଲା ଏକ୍ସଲୁସିଭ ଲେଡ଼ିଜ ଓୟାର ସୋରୁମ ଇନ୍ଦିରା ଟେକ୍ସଟାଇଲସ !!!

