ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ଆସିବ ସୁଧାର, ନିଯୁକ୍ତ ହେବେ ନୂତନ ଡାକ୍ତର ! ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଜିଲ୍ଲାରେ ନୂତନ ଡାକ୍ତର ନିଯୁକ୍ତି ହେବା ଦ୍ୱାରା ଡାକ୍ତର ଅଭାବ ଦୂର ହେବା ସହ ରୋଗୀମାନେ ଉତ୍ତମ ଚିକିତ୍ସା ପାଇପାରିବେ । ଏହାଦ୍ୱାରା ଆନ୍ଧ୍ରପ୍ରଦେଶ ଓ ବ୍ରହ୍ମପୁର ଉପରେ ନିର୍ଭରଶୀଳତା କମିବା ନେଇ ଆଶା କରାଯାଉଛି । ସାମ୍ବାଦିକ ସମ୍ମିଳନୀ ରେ ଏନେଇ ସୂଚନା ଦେଲେ ବିଜେପି ନେତା କେ . ନାରାୟଣ ରାଓ !
ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ଆସିବ ସୁଧାର : ନିଯୁକ୍ତ ହେବେ ନୂତନ ଡାକ୍ତର !!!

