ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଳା ଗ୍ରାମରେ ମା ଦୁର୍ଗା ଙ୍କ ପୂଜା ପଚାଶ ବର୍ଷ ରେ ପଦାର୍ପଣ କରିଛି ! ଏହି ଅବସରରେ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି, ଆଜି ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ କମିଟି ତରଫରୁ ବ୍ୟବସ୍ଥା କରାଯାଇଛି ! କମିଟି ର ସଭାପତି ତୁଲାରାମ ବେହେରା, କାର୍ଯ୍ୟକାରି ସଭାପତି ମନୋରଞ୍ଜନ ପୁରୋହିତ , ସରପଞ୍ଚଙ୍କ ପ୍ରତିନିଧି ଏହି ସୂଚନା ଦେଇଛନ୍ତି !
ଜମଳା ରେ ସୁବର୍ଣ୍ଣ ଜୟନ୍ତୀ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି !!!

