ଏକାମ୍ର ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଦୀପକ ପଣ୍ଡା : ସରିଲା ପାର୍ବଣ , ଆନନ୍ଦ ଉଲ୍ଲାସର ସହ ଲୋକେ ପାଳନ କଲେ ମା ଜଗତଜନନୀ ଙ୍କ ପୂଜା ! ପୁରୁଣା ଭୁବନେଶ୍ୱର ର ବିଭିନ୍ନ ସାହି ଛକ ଏବଂ ବଜାର କମିଟି ତରଫରୁ ବେଶ ଧୁମ ଧାମରେ ଆୟୋଜିତ ହୋଇଥିଲା ପୂଜା ! କପିଳ ପ୍ରସାଦ , ସୁନ୍ଦରପଦା ରେ ପୂଜା ଆୟୋଜନ ସହ ରାବଣପୋଡ଼ିରେ ବେଶ ଜନ ସମାଗମ ହୋଇଥିଲା !
କପିଳ ପ୍ରସାଦ , ସୁନ୍ଦରପଦା ରେ ରାବଣପୋଡ଼ି ଆୟୋଜିତ !!!

