Site icon Awaj Media

ଶ୍ରଦ୍ଧାଞ୍ଜଳି ସଭାରେ ବିଧାୟକଙ୍କ ଯୋଗଦାନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପଶ୍ଚିମ ବାଙ୍କୀ ଅର୍ନ୍ତଗତ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ବିଶିଷ୍ଟ ଜନନେତା ତଥା ବଘେଇ ଗ୍ରାମ୍ୟ ଶାନ୍ତି କମିଟିର ଉପଦେଷ୍ଟା ସ୍ବର୍ଗତ ବିଶ୍ଵନାଥ ବିଶ୍ଵାଳଙ୍କର ଏକାଦଶାହରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବାଙ୍କୀର ବିଧାୟକ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁଭାଷ ଚନ୍ଦ୍ର ପାଢ଼ୀ ଯୋଗଦେଇ ଶୋକାକୁଳ ପରିବାର ତଥା ଗ୍ରାମବାସୀଙ୍କୁ ଦୁଃଖର ସମବେଦନା ଦେବା ସହ ସ୍ବର୍ଗତ ବିଶ୍ୱାଳଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ବଘେଇ ଗ୍ରାମର ଯୁବ ସମାଜସେବୀ ମନୋଜ କୁମାର ଜୟସିଂହ ଧନ୍ୟବାଦ ଅର୍ପଣ କରିଥିଲେ |

Exit mobile version