ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ର ସମ୍ମିଳନୀ କକ୍ଷ ଠାରେ ଉପ-ଜିଲ୍ଲାପାଳ ମାର୍ଗଦର୍ଶନ ଏବଂ ତତ୍ତ୍ୱାବଧାନରେ ରିଲିଫ୍ ସାମଗ୍ରୀ ବଣ୍ଟନକୁ ଆଲୋଚନା ଏବଂ ସମନ୍ୱୟ କରିବା ପାଇଁ ନେଇ ଏକ ବ୍ଲକ୍-ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ଗୋଷ୍ଟି ୟୁନିଅନ ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଗ୍ରାମ ପଞ୍ଚାୟତ ଅଧିକାରୀ ଓ ସମସ୍ତ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କିପରି ରିଲିଫ ସାମଗ୍ରୀ ବଣ୍ଟନ ହେବ ତାହା ଉପରେ ଆଲୋଚନା ହୋଇଥିଲା !
ଗୋସାଣୀ ବ୍ଲକରେ ରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ବୈଠକ !!!

