Site icon Awaj Media

ଭତ୍ତା ପାଇଁ ଅପେକ୍ଷା ର ଯୁଗ ସରିଲା : କଥା ଦେଇ କଥା ରଖିଲେ ଡବଲ ଇଞ୍ଜିନ ସରକାର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ମଧୁ ବାବୁ ପେନସନ ଯୋଜନ ରେ ହିତ ଧିକରି ଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକର୍ମ ଅନୁଷ୍ଟିତ ହୋଇ ଯାଇଛି ଏହି କାର୍ଯ୍ୟ କର୍ମରେ ଗଜ ପତି ଜିଲ୍ଲା ପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୋବର। ତ୍ରିପତି ରାଓ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ସାମାଜିକ ସୁରକ୍ଷା ଅଧିକାରୀ , ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ ଏଲ ସୋନ୍ତୋଷ ବିଭିନ୍ନ ବ୍ଲକ ର ହିତାଧିକାରୀ ପୌର ପରିଷଦ,କାଶୀନଗର ବିଜ୍ଞାପିତ ଅଞ୍ଚଳ ର ହିତାଧିକାରୀ ପଞ୍ଚ। ୟ ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଭତ୍ତା ବଣ୍ଟନ କରାଯାଇଛି ଭତ୍ତା ପାଇଁ ଅପେକ୍ଷାର ଯୁଗ ସରିଲା କଥା ଦେଇ କଥା ରଖିଲେ ଡବଲ ଇଞ୍ଜିନ ସରକାର ହିତ ଧିକରୀ ଙ୍କ ମୁହଁରେ ହସ ର ଲହରୀ ଖେଳିଯାଇଛି।

Exit mobile version