Site icon Awaj Media

ଦିବଂଗତ ସାମ୍ବାଦିକ ଗୌରାଙ୍ଗ ବେହେରା ଙ୍କୁ ଶ୍ରଦ୍ଧା ସୁମନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ସ୍ବର୍ଗତ ସାମ୍ବାଦିକ ଗୌରାଙ୍ଗ ବେହେରା ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ଏବଂ ସମୂହ ଦୀପଦାନ ! ଛାପା ଗଣମାଧ୍ୟମରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ ସାମ୍ବାଦିକ ଗୌରାଙ୍ଗ ବେହେରା ! ତାଙ୍କ ଅକାଳ ବିୟୋଗ ପରେ ବାଙ୍କୀ ଗଣମାଧ୍ୟମ ରେ ଖେଳିଯାଇଛି ଶୋକର ବାତାବରଣ ! ଆଜି ବାଙ୍କୀର ବହୁ କାର୍ଯ୍ୟରତ ସାମ୍ବାଦିକ ମା ଚର୍ଚ୍ଚିକା ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ସ୍ବର୍ଗତ ସାମ୍ବାଦିକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ !

Exit mobile version