ମିଡ଼ ନାଇଟ ଅପରେସନ କରି ଚର୍ଚ୍ଚାରେ ବାଙ୍କୀ ଉପ ଜିଲ୍ଲାପାଳ !!! Awaj Media 1 day ago Spread the loveଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବେଆଇନ ବାଲି ଚାଲାଣ ଉପରେ ରୋକ ଲଗାଇବା ପାଇଁ ମିଡ଼ ନାଇଟ ଅପରେସନ କରି ଚର୍ଚ୍ଚାରେ ଅଛନ୍ତି ବାଙ୍କୀ ଉପ ଜିଲ୍ଲାପାଳ ମୋନସ୍ବିନୀ ଦାସ !