ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଦୀପକ କୁମାର ପଣ୍ଡା : ଜୀବନରେ ମାରିଦେବା ପାଇଁ ହୋଇଥିଲା ଉଦ୍ୟମ ! ପରିବାରର ସମସ୍ତ ସଦସ୍ୟ ମିଶି ମାରିଥିଲେ ମାଡ ! ଏପରିକି ପାଞ୍ଚ ବର୍ଷର ପୁଅକୁ ମଧ୍ୟ ଛଡାଇ ନେଇଥିଲେ ! ଶେଷରେ ଖବର ପାଇ ଉଦ୍ଧାର କରିଥିଲା ବୈଦେଶ୍ଵର ପୁଲିସ ! ଡାକ୍ତରଖାନା ନେଇ ଚିକିତ୍ସା କରାଇ ଥାନାକୁ ନେଇ କରିଥିଲେ ଏତଲା ପଂଜୀକରଣ ! ହେଲେ ଥାନାରେ ଅଭିଯୋଗର ଦଶ ଦିନ ପରେବି ପୁଲିସ ଚୁପ , ବାଧ୍ୟ ହୋଇ ନ୍ୟାୟ ପାଇଁ ମହିଳା କମିଶନ ଙ୍କୁ ଭେଟିଲେ ପିଡୀତା ଙ୍କ ପରିବାର !
କାହା ଇସାରାରେ ଚୁପ ହୋଇ ବସିଛି ବୈଦେଶ୍ଵର ପୁଲିସ : ମହିଳା କମିଶନଙ୍କୁ ଭେଟିଲେ ପିଡୀତା ଙ୍କ ପରିବାର !!!

