Site icon Awaj Media

ବ୍ରାଉନ ସୁଗାର ଜବତ : ଦୁଇ ଗିରଫ !

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧାରୁ ପୁଣି ଜବତ ହେଲା ଧଳା ଜହର . ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଏସଡ଼ିପିଓ ସୁଶିଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଆଦର୍ଶ ଥାନା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ମାନଙ୍କୁ ନେଇ ଏକ ଟିମ ଗଠନ କରି ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ଦୁଇ ଜଣଙ୍କୁ ଗିରଫ କରିବା ସହ ୫୯ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ନିଶା କାରବାରରେ ବ୍ୟବହୃତ ହେଉଥିବା ଗୋଟିଏ କାର, ନଗଦ ଅର୍ଥ ଓ ତିନୋଟି ମୋବାଇଲ ଜବତ ହୋଇଥିବା ବେଳେ ଜବତ ହୋଇଥିବା ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Exit mobile version