ଅପରାଧଆମ ରିପୋଟରକୋରାପୁଟଜିଲ୍ଲା

ଗଞ୍ଜେଇ ଚାଷୀଙ୍କୁ ଧରିଲା ପାଡୁଆ ପୋଲିସ : ଏସପି ଙ୍କ ପ୍ରେସ ମିଟ !!!

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗଞ୍ଜେଇ ଚାଷୀ ଙ୍କୁ ଧରିଲା ପାଡୁଆ ପୋଲିସ , ଘଟଣାକୁ ନେଇ ଏସ ପି…

ଅପରାଧଆମ ରିପୋଟରଗଜପତିଜିଲ୍ଲା

ବେଆଇନ ବାଲିଚାଲାଣ ମାମଲାରେ ଟ୍ରାକ୍ଟର ଜବତ : 51 ହଜାର ଟଙ୍କା ଜରିମାନା ଆଦାୟ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ନୂଆଗଡ ଅଞ୍ଚଳରୁ ଏକ ଟ୍ରାକ୍ଟର ଯୋଗେ ରାୟଗଡା ବ୍ଲକ ଅଞ୍ଚଳର ଏକ…

ଅପରାଧଆମ ରିପୋଟରକଟକଜିଲ୍ଲା

ଥାନା ଉପରୁ ଭରସା ତୁଟୁଛି : ସୁରକ୍ଷା ପାଇଁ ଡ଼ିସିପିଙ୍କ ଦ୍ୱାରସ୍ଥ ହେଲେ ବରିଷ୍ଠ ନାଗରିକ !!!

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସହରରେ ଥାନା ଉପରୁ ଭରସା ତୁଟୁଛି , ସୁରକ୍ଷା ପାଇଁ ଡ଼ିସିପିଙ୍କ ଦ୍ୱାରସ୍ଥ…

ଅପରାଧଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବେଆଇନ ଜୁଆ କାରବାର ବିରୋଧରେ ଚାଲିଥିବା ଅଭିଯାନ କ୍ରମେ ପାରଳାଖେମୁଣ୍ଡି ପୋଲିସ ଏକ ଜୁଆ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର – ବାଲୁଗାଁ ଅଞ୍ଚଳରେ ତିନୋଟି ଜାଗାରେ ଅବକାରୀ ବିଭାଗର ଚଢ଼ାଉ : ୨ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରି ଧରପଗଡ ଚାଲିଥିଲେ ମଧ୍ୟ  ବାଲୁଗାଁ ବାଣପୁର ଅଞ୍ଚଳରେ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ପୋଲିସ୍ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ । ଏହି ପରିପ୍ରେକ୍ଷୀରେ…

ଅପରାଧଆମ ରିପୋଟରଗଜପତିଜିଲ୍ଲା

ଘର ଭାଙ୍ଗି ଚୋରି ଘଟଣା ର ଫର୍ଦ୍ଦ।ଫାସ : ଅଭିଯୁକ୍ତ ଗିରଫ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହର ସଞ୍ଜୟ ଗାନ୍ଧୀ କଲୋନୀରେ ଘଟିଥିବା ଏକ ବଡ଼ ଧରଣର ଚୋରି ଘଟଣାର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଜାଲ ବିକ୍ରି କବଲା ଦେଖାଇ କରାଇ ନେଇଛନ୍ତି ମ୍ୟୁଟେସନ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଜାଲ ବିକ୍ରି କବଲା ଦେଖାଇ କରାଇ ନେଇଛନ୍ତି ମ୍ୟୁଟେସନ ! ପରେ ତହସିଲ କର୍ତ୍ତୃପକ୍ଷଙ୍କୁ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ : କ୍ଷତି ପୂରଣ ଦାବିରେ ରଣପୁର-ଜଙ୍କିଆ ଜଗନ୍ନାଥ ସଡ଼କ ଅବରୋଧ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ! ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିକୋ ପଞ୍ଚାୟତ…