ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ : ମେଟ୍ ଗିରଫ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସରକାରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଜଣେ ସରକାରୀ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ପାରାଦୀପ ପୌର ପାଳିକା ରେ ଦୁର୍ନୀତି ଅଭିଯୋଗ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦୀପ ପୌରପାଳିକା ରେ ବିଭିନ୍ନ କାର୍ଯ୍ୟ ପାଇଁ ହେଉଥିବା ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ…

ଆମ ରିପୋଟରକନ୍ଧମାଳଜିଲ୍ଲା

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ଗୁଳିମରା ସାହିରେ…

ଆମ ରିପୋଟରକଟକଜିଲ୍ଲା

ବଡ଼ଓଷା ଓ ପଞ୍ଚୁକ ପାଇଁ ୧୯ ରୁ ୨୪ ପର୍ଯ୍ୟନ୍ତ ଟି-ବ୍ରିଜ୍‌ରେ ଯାନବାହନ ଚଳାଚଳ ନିଷେଧ !!!

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବାବା ସିଂହନାଥଙ୍କ ପୀଠରେ ପଞ୍ଚୁକ ଓ ବଡ଼ଓଷା ଉତ୍ସବ ଅବସରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ…

ଆମ ରିପୋଟରକଟକଜିଲ୍ଲା

ଶ୍ରଦ୍ଧାଞ୍ଜଳି ସଭାରେ ବିଧାୟକଙ୍କ ଯୋଗଦାନ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପଶ୍ଚିମ ବାଙ୍କୀ ଅର୍ନ୍ତଗତ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ବିଶିଷ୍ଟ ଜନନେତା ତଥା ବଘେଇ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ସମଗ୍ର ଶିକ୍ଷା ପକ୍ଷରୁ ଢେଙ୍କାନାଳ ଜିଲ୍ଳାସ୍ତରୀୟ ପି ଏମ୍ ଶ୍ରୀ ସ୍କୁଲ୍ ସମୂହର ଏକଦିବସୀୟ ମଡେଲ୍ ସଂସଦ କାର୍ଯ୍ୟକ୍ରମ -୨୦୨୬ ଉଦଯାପିତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ଦେବୀ ପ୍ରସାଦ ମିଶ୍ର : ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର୍,ଢେଙ୍କାନାଳ ପ୍ରେକ୍ଷାଳୟରେ,ସମଗ୍ର ଶିକ୍ଷା,ଢେଙ୍କାନାଳ ଆନୁକୁଲ୍ୟରେ ଦିବା ୯ ଘଟିକାରୁ…

ଆମ ରିପୋଟରକଟକଜିଲ୍ଲା

ଦୁଇଟି ସ୍ଥାନରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀର ଶିକ୍ଷ୍ୟା ବ୍ୟବସ୍ଥା ଅଧିକ ସମୃଦ୍ଧ ହେବ , ଡମପଡା ବ୍ଲକର ପାଥପୁର…

ଆମ ରିପୋଟରକଟକଜିଲ୍ଲା

ଭଟ୍ଟାରିକା ପାଖରେ ମହାନଦୀରେ ବୁଡ଼ି ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ !!!

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଭଟ୍ଟାରିକା ପାଖରେ ମହାନଦୀରେ ବୁଡ଼ି ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ! କଟକ ଜିଲ୍ଲା…

ଆମ ରିପୋଟରଗଜପତିଜିଲ୍ଲା

ଏସ୍.କେ.ସି.ଜି. ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଯୁବା ସମ୍ବାଦ’ କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ଏସ୍.କେ.ସି.ଜି. ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମେରା ଯୁବା ଭାରତ, ଗଜପତି…

ଆମ ରିପୋଟରକଟକଜିଲ୍ଲା

ଚାଇନା ଏବଂ ପ୍ଳାଷ୍ଟର ଅଫ ପାରିସ ଦୀପ ଭିତରେ ହଜି ଯାଉଛି ମାଟିଦୀପ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚାଇନା ଏବଂ ପ୍ଳାଷ୍ଟର ଅଫ ପାରିସ ଦୀପ ଭିତରେ ହଜି ଯାଉଛି ମାଟିଦୀପ…