ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

କଲରାପତରିଆ ବାଘ ଛାଲ ବିକ୍ରି ଯୋଜନା ପଣ୍ଡ : ଜଣେ ଗିରଫ – ୨ ଟି କଲରାପତରିଆ ଛାଲ ଜବତ : ଚାଲାଣ ଚେର ଖୋଜୁଛି ବନ ବିଭାଗ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କଲରାପତରିଆ ବାଘର ଛାଲ ବିକ୍ରି ପାଇଁ ନେଉଥିବା ବେଳେ ବନ ବିଭାଗ ଓ…

ଆମ ରିପୋଟରଗଜପତିଜିଲ୍ଲା

ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖାର ସାଧାରଣ ବୈଠକ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳ ସେଚନ ବିଭାଗ ପରିସରରେ…

ଆମ ରିପୋଟରଗଜପତିଜିଲ୍ଲା

ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ ସଂସ୍କାର ଓ ସଦ୍‌ବୁଦ୍ଧିର ବାର୍ତ୍ତା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ‎ସମାଜର ଉପେକ୍ଷିତ ତଥା ପଛୁଆ ବର୍ଗର ଶିଶୁମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଓ ଉତ୍ତମ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ଓଡିଶା ପ୍ରସିଦ୍ଧ ପାରାଦୀପ ବିଶ୍ୱକର୍ମା ପୂଜାରେ ପାରାଦୀପ ଟ୍ରକ ମାଲିକ ସଂଘ ର ଆକର୍ଷଣୀୟ ତୋରଣ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ଚଳିତ ବର୍ଷ ଓଡିଶା ପ୍ରସିଦ୍ଧ ପାରାଦୀପ ବିଶ୍ୱକର୍ମା ପୂଜାରେ ପାରାଦୀପ ଟ୍ରକ ମାଲିକ ସଂଘ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ପାରାଦୀପ ର ଟ୍ରେଲର ମିଳିତ ସମନ୍ଵୟ କମିଟି ର ନିଆରା ପ୍ରୟାସ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ପାରାଦୀପ ର ଟ୍ରେଲର ମିଳିତ ସମନ୍ଵୟ କମିଟି ର ନିଆରା ପ୍ରୟାସ l ପୂଜା…

ଆମ ରିପୋଟରକଟକଜିଲ୍ଲା

କଟକ ଜିଲ୍ଲା ବିଜେପି ଆଇଟି ସେଲ୍‌ର ସହ-ସଂଯୋଜକ ହେଲେ ଶୁଭ୍ରମ ବାରିକ !!!

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ବାଙ୍କୀ ଉପଖଣ୍ଡ ବାଆଁରା ପଞ୍ଚାୟତର ଶୁଭ୍ରମ ବାରିକଙ୍କୁ କଟକ ଜିଲ୍ଲା ଭାରତୀୟ ଜନତା ପାର୍ଟି…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

କିଆପଲ୍ଲା ପଂଚାୟତରେ ବାଙ୍କୀ କଂଗ୍ରେସ ର ମିଶ୍ରଣ ପର୍ବ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରାଜନୈତିକ ଆଲୋଚନାକୁ ନେଇ ସରଗରମ ପୁରା ବାଙ୍କୀ ! ଗୋଟିଏ ଦିନରେ ଆସିଲା ଦୁଇଟି…

ଆମ ରିପୋଟରଗଜପତିଜିଲ୍ଲା

ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧୀ ଅଭିଯାନ ଜାରି : ୬ ଜଣ ଅଟକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଓ ଉପଦ୍ରବ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନର ଅଂଶସ୍ୱରୂପ, ସନ୍ଧ୍ୟା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଶ୍ରୀ ଗଣେଶ ପୂଜାରେ ଉତ୍ସବମୁଖର ହୋଇ ଉଠିଛି ଏକାମ୍ର କ୍ଷେତ୍ର !!!

ଏକାମ୍ର ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଦୀପକ କୁମାର ପଣ୍ଡା : ଶ୍ରୀ ଗଣେଶ ପୂଜାରେ ଉତ୍ସବମୁଖର ହୋଇ ଉଠିଛି ଏକାମ୍ର କ୍ଷେତ୍ର !…

ଅପରାଧଆମ ରିପୋଟରଗଜପତିଜିଲ୍ଲା

ଗୁମ୍ମାଗଡ଼ା ଅଞ୍ଚଳରେ ପୁଣି ଏକ ବେଆଇନ ବାଣ ଗୋଦାମ ଠାବ : ପ୍ରାୟ ୩ ଲକ୍ଷ ମୂଲ୍ୟର ବିଭିନ୍ନ ପ୍ରକାର ବାଣ ଜବତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଓ ବିକ୍ରି ବିରୋଧରେ ଚାଲିଥିବା ଅଭିଯାନକୁ ଜାରି…