ଅପରାଧଆମ ରିପୋଟରଗଜପତିଜିଲ୍ଲା

ଗୁମ୍ମାଗଡ଼ା ଅଞ୍ଚଳରେ ପୁଣି ଏକ ବେଆଇନ ବାଣ ଗୋଦାମ ଠାବ : ପ୍ରାୟ ୩ ଲକ୍ଷ ମୂଲ୍ୟର ବିଭିନ୍ନ ପ୍ରକାର ବାଣ ଜବତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଓ ବିକ୍ରି ବିରୋଧରେ ଚାଲିଥିବା ଅଭିଯାନକୁ ଜାରି…

ଆମ ରିପୋଟରକଟକଜିଲ୍ଲା

କଟକ ଜିଲ୍ଲା ବିଜେପି ଶାଖାର IT Cell ସଦସ୍ୟ ଭାବରେ ବିଶ୍ୱଜିତ ବିଶ୍ୱାଳ ନିଯୁକ୍ତ !!!

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଭାରତୀୟ ଜନତା ପାର୍ଟି, ଓଡ଼ିଶା ରାଜ୍ୟ IT Cell ର ନୂତନ ଜିଲ୍ଲା କମିଟି…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ପାରାଦୀପରେ ବିଶ୍ୱକର୍ମା ପୂଜା ପାଇଁ ବିଭିନ୍ନ ସଙ୍ଗଠନ ତରଫରୁ ବିଶାଳ କଳସ ଶୋଭାଯାତ୍ରା !!!

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଚଳଚଞ୍ଚଳ ହୋଇଉଠିଛି ବନ୍ଦର ନଗରୀ ପାରାଦୀପ । ବିଭିନ୍ନ…

ଆମ ରିପୋଟରଗଜପତିଜିଲ୍ଲା

ଗଣନାଥଙ୍କ ପୂଜା ଅବସରରେ ଭଜନ ସମାରୋହ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ବକ୍ସିସାହି ଠାରେ ଗଣେଶ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି ।…

ଆମ ରିପୋଟରଗଜପତିଜିଲ୍ଲା

ବେଆଇନ ବାଣ ଗଚ୍ଛିତ ଓ ବିକ୍ରି ବିରୋଧରେ ପାରଳାଖେମୁଣ୍ଡି ପୋଲିସର କାର୍ଯ୍ୟାନୁଷ୍ଠାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବେଆଇନ ବାଣ ଗଚ୍ଛିତ ଓ ବିକ୍ରି ବିରୋଧରେ ପାରଳାଖେମୁଣ୍ଡି ପୋଲିସର କାର୍ଯ୍ୟାନୁଷ୍ଠାନ, ଦୁଇଟି ମାମଲାରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଗୌରୀନଗର ରେ ସାମନାକୁ ଆସିଛି ନିଆରା ପୂଜାର ପରିବେଶ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶ୍ରୀ ଗଣେଶ ପୂଜାର ମାହୋଲ ରେ ଚମକୁଛି ଏକାମ୍ର କ୍ଷେତ୍ର ! କେଉଁଠି ଗଜାନନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଭୋର୍ ସମୟରେ ଅନ୍ତରକିୟାରୀ ଗ୍ରାମରେ ପନ୍ତୀ ଭୋଗଖାଇ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କଲେ ମା ଭଗବତୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଷୋଡଶ ଦିବସାତ୍ମକ ଶାରଦୀୟ ଉତ୍ସବ ପାଇଁ ମା’ କାଳିଜାଇଙ୍କୁ ନିମନ୍ତ୍ରଣ କଲେ ମା’ ଭଗବତୀ…

ଆମ ରିପୋଟରଗଜପତିଜିଲ୍ଲା

ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ବିବେକାନନ୍ଦ ବକ୍ତ୍ରୁତାମାଳା କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମୀନକେତନ ସ୍ନାତକ ମହାବିଦ୍ୟାଳୟ, ଗୁରାଣ୍ଡି, ଗଜପତିଠାରେ ବିବେକାନନ୍ଦ ଯୁବ ସଂସଦ, ଗଜପତି ଜିଲ୍ଲା ଶାଖା…

ଆମ ରିପୋଟରକଟକଜିଲ୍ଲା

ମା’ ଚର୍ଚ୍ଚିକାଙ୍କ ମହାଷ୍ଟମୀ ଓ ଦଶହରା ପାଇଁ ପ୍ରଶାସନିକ ପ୍ରସ୍ତୁତି : ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ମୌଳିକ ସୁବିଧା ଉପରେ ଗୁରୁତ୍ୱ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମା’ ଚର୍ଚ୍ଚିକାଙ୍କ ମହାଷ୍ଟମୀ ଓ ଦଶହରା ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ସୁଚାରୁ ରୂପେ…

ଆମ ରିପୋଟରଗଜପତିଜିଲ୍ଲା

ସୁଭଦ୍ରା ଯୋଜନାର ଦୁଇ ବର୍ଷ ପୂରଣ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିବସ ଅବସର ରେ ଦୀପ ପ୍ରଜ୍ୱଳନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସୁଭଦ୍ରା ଯୋଜନା ର ଦୁଇ ବର୍ଷ ପୂରଣ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିବସ…