ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ବକେୟା ଦରମା ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କ ଲୋୟର ପିଏମଜି ରେ ଧାରଣା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଦୀପକ କୁମାର ପଣ୍ଡା : ଓଏସଆରଟିସି କର୍ତ୍ତୃପକ୍ଷ ଙ୍କ ଚରମ ଅବହେଳା , ବକେୟା ଦରମା ପାଇଁ ଅବସରପ୍ରାପ୍ତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ବାର ବର୍ଷ ହେଲାଣି ଫ୍ଲାଟ ପାଇଁ ଟଙ୍କା ଦେଇ ନିରାଶ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସରକାରୀ ଯୋଜନାରେ ଘର ପାଇବାକୁ ସରକାର ଙ୍କୁ ଦେଲେ ଟଙ୍କା ! ହେଲେ ପରିସ୍ଥତି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ରାଜ୍ୟ ଯୋଗାଣ ସହାୟକ ସଂଘର ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଲା ଆମ୍ ଆଦମୀ ପାର୍ଟି !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଦୀପକ କୁମାର ପଣ୍ଡା : ଦୀର୍ଘ ଚଉଦ ଦିନ ଧରି ଲୋୟର ପିଏମଜିରେ ଯୋଗାଣ ସହାୟକ ସଂଘ ତରଫରୁ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬ : ବାରବାଟୀ ଷ୍ଟାଡିଅମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬ : ବାରବାଟୀ ଷ୍ଟାଡିଅମରେ ଶୁଭାରମ୍ଭ କଲେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ପାଇଁ ସର୍ବ ଦଳୀୟ ବୈଠକ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆସନ୍ତା କାଲି ଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ! ବିଧାନସଭା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମା ଭଗବତୀଙ୍କ ପାଣିତୋଳା ଯାତ୍ରାରେ ମା ମଙ୍ଗଳା ନାଟ୍ୟ ସଂସଦର ସାମାଜିକ ନାଟକ ମଞ୍ଚସ୍ଥ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଶ୍ରୀ ଗଣେଶ ପୂଜାରେ ଉତ୍ସବମୁଖର ହୋଇ ଉଠିଛି ଏକାମ୍ର କ୍ଷେତ୍ର !!!

ଏକାମ୍ର ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଦୀପକ କୁମାର ପଣ୍ଡା : ଶ୍ରୀ ଗଣେଶ ପୂଜାରେ ଉତ୍ସବମୁଖର ହୋଇ ଉଠିଛି ଏକାମ୍ର କ୍ଷେତ୍ର !…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଗୌରୀନଗର ରେ ସାମନାକୁ ଆସିଛି ନିଆରା ପୂଜାର ପରିବେଶ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶ୍ରୀ ଗଣେଶ ପୂଜାର ମାହୋଲ ରେ ଚମକୁଛି ଏକାମ୍ର କ୍ଷେତ୍ର ! କେଉଁଠି ଗଜାନନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଭୋର୍ ସମୟରେ ଅନ୍ତରକିୟାରୀ ଗ୍ରାମରେ ପନ୍ତୀ ଭୋଗଖାଇ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କଲେ ମା ଭଗବତୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଷୋଡଶ ଦିବସାତ୍ମକ ଶାରଦୀୟ ଉତ୍ସବ ପାଇଁ ମା’ କାଳିଜାଇଙ୍କୁ ନିମନ୍ତ୍ରଣ କଲେ ମା’ ଭଗବତୀ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

୨୮ ଲକ୍ଷ ଟଙ୍କା ଲୁଟ ଉଦ୍ୟମ ପଣ୍ଡ : ବ୍ୟାଙ୍କ କ୍ୟାସିୟରଙ୍କୁ ସ୍ପ୍ରେ ମାରି ଫେରାର ୨ ଦୁର୍ବୃତ୍ତ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବାଲୁଗାଁ ଶାଖାର ଏଟିଏମରୁ ବ୍ୟାଙ୍କକୁ ୨୮ ଲକ୍ଷ ଟଙ୍କା ନେଇ…