ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲା

୪୨ ଗ୍ରାମ ହେରୋଇନ ଜବତ : ବୁଲେଟ ଗାଡି ସହିତ ୩ ଗିରଫ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ପାରାଦୀପ ଅବକାରୀ ଥାନା ପକ୍ଷରୁ ଆଜି ଦୁଇଟି ପୃଥକ ଘଟଣାରେ ୪୨ ଗ୍ରାମର ହେରୋଇନ…

ଅପରାଧଆମ ରିପୋଟରକଟକଜିଲ୍ଲା

ଗାଡି ଦୁର୍ଘଟଣାରେ ଜଣେ ମୃତ : ଫାଣ୍ଡି , ମେଡିକାଲ କି ଥାନାରେ ନାହିଁ ଖବର !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ତାଳବସ୍ତ ରେ ମୋଟର ସାଇକେଲ ଦୁର୍ଘଟଣା | ଗାଡି ଦୁର୍ଘଟଣାରେ ଜଣେ ମୃତ…

ଅପରାଧଆମ ରିପୋଟରଗଜପତିଜିଲ୍ଲା

ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଜେଲ ଗଲେ ପତ୍ନୀ ବିଦ୍ୟା ଭାରତୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଜେଲ ଗଲେ ପତ୍ନୀ ବିଦ୍ୟା ଭାରତୀ…

ଅପରାଧଆମ ରିପୋଟରକଟକଜିଲ୍ଲା

ବୈଦେଶ୍ଵର ଆରଆଇ ଅଫିସ ପାଲଟିଛି ବାଲି ମାଫିଆଙ୍କ ଅଘୋଷିତ କାର୍ଯ୍ୟାଳୟ !!!

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବୈଦେଶ୍ଵର ଆରଆଇ ଅଫିସ ପାଲଟିଛି ବାଲି ମାଫିଆଙ୍କ ଅଘୋଷିତ କାର୍ଯ୍ୟାଳୟ ! ଯେତେବେଳେ ଦେଖିଲା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ସମ୍ମୁଖରେ ସୁନା ଦୋକାନରୁ ବଡ଼ଧରଣର ଲୁଟ୍ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ସମ୍ମୁଖରେ ସୁନା ଦୋକାନରୁ ବଡ଼ଧରଣର ଲୁଟ୍ ! କାନ୍ଥ ତାଡ଼ି ଲକ୍ଷାଧିକ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ପାଇଁ ଚାଲିଥିବା ଯୋଜନାକୁ ପଣ୍ଡ କରିଛି କ.ନୂଆଗାଁ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବନ ବିଭାଗର ମିଳିତ ଚଢ଼ାଉ : ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ – ଜଣେ ଅଟକ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଜଙ୍ଗଲ ସମ୍ପଦ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି! ପାଲ ଘୋଡ଼ାଇ ଟ୍ରକ୍‌ରେ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ମେଡିକାଲ ଛକ ନିକଟରୁ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ : ଅଞ୍ଚଳରେ ଆତଙ୍କ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ମେଡିକାଲ ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି : ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପର୍ଯ୍ୟଟନର ଆକର୍ଷଣୀୟ ସ୍ଥଳ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ସୁରକ୍ଷା ସହ ଅପରାଧ ନିୟନ୍ତ୍ରଣକୁ ନେଇ…

ଅପରାଧଆମ ରିପୋଟରଗଜପତିଜିଲ୍ଲା

ଦୁଇଟି କଲରା ପତରିଆ ବାଘ ଛାଲ ଜବତ : 6 ଜଣ ଅଭିଯୁକ୍ତ ଗିରଫ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବନଖଣ୍ଡ ବିଭାଗ କୁ ମିଳିଛି ବଡ଼ ସଫଳତା , ଦୁଇଟି କଲରା…