ଦୁଇଟି କଲରା ପତରିଆ ବାଘ ଛାଲ ଜବତ : 6 ଜଣ ଅଭିଯୁକ୍ତ ଗିରଫ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବନଖଣ୍ଡ ବିଭାଗ କୁ ମିଳିଛି ବଡ଼ ସଫଳତା , ଦୁଇଟି କଲରା ପତରିଆ ବାଘ ଛାଲ ଜବତ ସହ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବିଭାଗ ! ଜିଲ୍ଲା ବନଖଣ୍ଡ ଅଧିକାରୀ କେ ନାଗରାଜୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି !

Leave a Reply

Your email address will not be published. Required fields are marked *