ଆମ ରିପୋଟରଜିଲ୍ଲାଯାଜପୁର

ରାମକୀ କାରଖାନା ସମ୍ମୁଖରେ ଟସର ଚାଷୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଗଣଧାରଣା ଜାରି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରାମକୀ କାରଖାନାର ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ବଢ଼ିଲା ଅସନ୍ତୋଷ, ସୁକିନ୍ଦା ଟସର ଫାର୍ମର ଭବିଷ୍ୟତ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ବାଲିଗୁଡ଼ାରେ…

ଆମ ରିପୋଟରଗଜପତିଜିଲ୍ଲା

ମହେନ୍ଦ୍ରଗିରିରେ ଆରମ୍ଭ ହେଲା ୨୩ତମ ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନଶିପ୍ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ରାୟଗଡ ବ୍ଲକ କଇପୁର ସ୍ଥିତ ମହେନ୍ଦ୍ରଗିରି ପର୍ବତ ଠାରେ ଆଜିଠାରୁ ୨୩ତମ…

ଆମ ରିପୋଟରକଟକଜିଲ୍ଲା

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ପିଲାଙ୍କ ଦ୍ବାରା ବୃକ୍ଷ ରୋପଣ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରକୃତିର ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ପ୍ରକୃତି ବନ୍ଧୁ…

ଆମ ରିପୋଟରଗଜପତିଜିଲ୍ଲା

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବରିଷ୍ଠ ନାଗରିକଙ୍କ ଅଧିକାର, ସୁରକ୍ଷା, ସମ୍ମାନ ଓ କଲ୍ୟାଣ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ…

ଆମ ରିପୋଟରକଟକଜିଲ୍ଲା

କଲ୍ୟାଣୀ ମଣ୍ଡପ ନିର୍ମାଣକୁ ନେଇ ବୈଦେଶ୍ଵର ଗାଁରେ ତୀବ୍ର ଉତ୍ତେଜନା : କାର୍ଯ୍ୟ ବନ୍ଦ ନହେଲେ ବଡ଼ ଆନ୍ଦୋଳନର ଚେତାବନୀ ଦେଲା ଯୁବ କଂଗ୍ରେସ !!!

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବୈଦେଶ୍ଵର ଅଞ୍ଚଳରେ ପ୍ରସ୍ତାବିତ କଲ୍ୟାଣୀ ମଣ୍ଡପ ନିର୍ମାଣକୁ ନେଇ ବିବାଦ ଏବେ ବୃଦ୍ଧି ପାଇବାରେ…

ଆମ ରିପୋଟରଗଜପତିଜିଲ୍ଲା

ପ୍ଲାଷ୍ଟିକ ମୁକ୍ତ ଦୋଳବନ୍ଧ ଡାକରା ଦେଲେ ସ୍ବେଚ୍ଛାସେବୀ ଓ ପ୍ରଶାସନିକ ଅଧିକାରୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କେନ୍ଦ୍ର ତଥା ରାଜ୍ୟ ସରକାର ସ୍ୱଚ୍ଛ ପରିବେଶ…