ଆମ ରିପୋଟରକଟକଜିଲ୍ଲା

ନାଲି ମାଟି, କଳା ପଥର ମାଫିଆ ସକ୍ରିୟ : ତହସିଲଦାର ନଥିବାରୁ ଚାଲିଛି ରାତି ଅଧିଆ ଚୋରି !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରାୟ ସପ୍ତାହ ହେବ ବାଙ୍କୀ ଡମପଡା ତହସିଲଦାର ସୁଶ୍ରୀ ବୈଶାଖୀ ଲେଙ୍କାଙ୍କର ଢେଙ୍କାନାଳ…

ଆମ ରିପୋଟରଗଜପତିଜିଲ୍ଲା

ଭତ୍ତା ପାଇଁ ଅପେକ୍ଷା ର ଯୁଗ ସରିଲା : କଥା ଦେଇ କଥା ରଖିଲେ ଡବଲ ଇଞ୍ଜିନ ସରକାର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ମଧୁ ବାବୁ ପେନସନ ଯୋଜନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ କଲେଜରେ ସ୍ନାତକ ପରବର୍ତ୍ତୀ ନିଯୁକ୍ତି ସୁଯୋଗ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ କ୍ୟାରିଅର କାଉନସେଲିଂ ସେଲ ପକ୍ଷରୁ ଦକ୍ଷତା ବିକାଶ, କୃତ୍ରିମ ବୁଦ୍ଧିମତା ଜ୍ଞାନ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲାରେ ୪,୬୨୯ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମଞ୍ଜୁରୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ୪,୬୨୯ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମଞ୍ଜୁରୀ , ଏକୀକୃତ…

ଆମ ରିପୋଟରଗଜପତିଜିଲ୍ଲା

ବିକଶିତ ଭାରତ ଯୁବ ନେତୃତ୍ୱ ସଂକଳ୍ପ-୨୦୨୭ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଯୁବୋତ୍ସବ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲା କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି…

ଆମ ରିପୋଟରଗଜପତିଜିଲ୍ଲା

ରବି ଋତୁ ସକାଶେ ଚାଷୀଙ୍କୁ ଡାଲି ଜାତୀୟ ଓ ତୈଳ ବୀଜ ପ୍ରଦାନ କରାଯିବ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ବର୍ତ୍ତମାନ ରବି ଋତୁ ସକାଶେ ଚାଷୀଙ୍କୁ ବିଭିନ୍ନ ପ୍ରକାର ବିହନ ଯୋଗାଇ…

ଆମ ରିପୋଟରକଟକଜିଲ୍ଲା

ପ୍ରସ୍ତାବିତ କଲ୍ୟାଣମଣ୍ଡପ ନିର୍ମାଣ ସ୍ଥାନକୁ ବିରୋଧ କରି ଧାରଣାରେ କଂଗ୍ରେସ କର୍ମୀ !!!

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବୈଦେଶ୍ଵର ରେ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ନିର୍ମାଣ ସ୍ଥାନ କୁ ବିରୋଧ କରି ଧାରଣାରେ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟା ଆରମ୍ଭ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗଜପତି ଜିଲ୍ଲାରେ ଜିଲ୍ଲାସ୍ତରୀୟ ‘ଆମ…

ଆମ ରିପୋଟରକଟକଜିଲ୍ଲା

ରଗଡି ଗୋବର୍ଦ୍ଧନ ଗୋଶାଳା ରେ ଗିରି ଗୋବର୍ଦ୍ଧନ ପୂଜା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିକଟସ୍ଥ ରଗଡି ଗୋବର୍ଦ୍ଧନ ଗୋଶାଳା ରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି…