ବାମନ ଓ ପର୍ଶୁରାମ ଅବତାର ବେଶ ଦର୍ଶନ କଲେ ଭକ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଗନ୍ନାଥ ମନ୍ଦିର ରେ ଠାକୁରଙ୍କ ବାମନ ଓ ପର୍ଶୁରାମ ଅବତାର ଦେଖିବାକୁ ଭକ୍ତଙ୍କ ସମାଗମ ରହିଥିବାର ଦେଖିବାକୁ ମିଳିଛି ! କାର୍ତ୍ତିକ ମାସ ଏକ ଧାର୍ମିକ ମାସ ହୋଇଥିବାରୁ ଠାକୁରଙ୍କ ସାନିଧ ଲାଭ କରିବା ସକାଶେ ଭକ୍ତଙ୍କ ସମାଗମ ହେଉଛି ! ସକାଳେ ଓ ସନ୍ଧ୍ୟାରେ ଭକ୍ତଙ୍କ ସମାଗମ ସହ ଆଳତି ଦର୍ଶନ ସକାଶେ ଭକ୍ତ ଙ୍କ ସୁଅ ଛୁଟୁଛି । ଭଜନ ସଂକୀର୍ତ୍ତନ ଓ ପ୍ରବଚନ ଶ୍ରବଣ ସକାଶେ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳୁଛି , ପୁରା ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *