ଆମ ରିପୋଟରଜଗତସିଂହପୁରଜିଲ୍ଲା

ମୁଖ୍ୟମନ୍ତ୍ରୀ ଙ୍କ ପାରାଦୀପ ଗସ୍ତ କୁ ନେଇ ପୁରା ସଜାଗ ପୋଲିସ୍ ପ୍ରଶାସନ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦ୍ଵୀପ କଳିଙ୍ଗ ବାଲିଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବ କୁ ନେଇ ଚଳ ଚଞ୍ଚଳ…

ଆମ ରିପୋଟରକଟକଜିଲ୍ଲା

୰ ଖତି ବେୱ।ଙ୍କ ଚଉଦ ତମ ଶ୍ରାଦ୍ଧ ବାର୍ଷିକୀ ରେ ପାଠ୍ୟ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦୁଲଣାପୁର ଗ୍ରାମର ସୁକନ୍ୟା , ଧର୍ମପରାୟଣ ସ୍ନେହୀ ମହିଳା ୰ ଖତି ବେୱ।…

ଆମ ରିପୋଟରଗଜପତିଜିଲ୍ଲା

କେରାଣ୍ଡି ଗ୍ରାମରେ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତରେ ଥିବା କେରାଣ୍ଡି ଗ୍ରାମରେ କାର୍ତ୍ତିକ ଶୁକ୍ଳ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ପୂର୍ବ ଶତ୍ରୁତାରୁ ଗଳା କାଟି ହତ୍ୟା !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ। ଯୁବକଙ୍କ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ତାଳଚେରରେ ବ୍ଲକ୍‌ସ୍ତରୀୟ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ !!!

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ୱର ପଟ୍ଟନାୟକ : ତାଳଚେରରେ ବ୍ଲକ୍‌ସ୍ତରୀୟ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ! ୨୦୦ ଜଣ ହିତାଧିକାରୀଙ୍କୁ…

ଆମ ରିପୋଟରଜିଲ୍ଲାନୟାଗଡ

ସୃଜନିକାର ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତାର ଅଡିସନ୍ ଅନୁଷ୍ଠିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଭାଷା,ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ତରଫରୁ ଆଜି ଦିବା ୧୦ ଘଣ୍ଟା ସମୟରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

୧୬ ଜାତୀୟ ରାଜପଥ ନାଚୁଣୀ ହରିପୁର ଷଣ୍ଢ ଛକଠାରେ ଦନ୍ତାହାତୀର ଆତଙ୍କ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାତୀୟ ରାଜପଥ ନମ୍ବର ୧୬ର ନାଚୁଣୀ ନିକଟସ୍ଥ ହରିପୁର ଷଣ୍ଢ ଛକଠାରେ ଏକ ଦନ୍ତାହାତୀର…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲାସ୍ତରକୁ ମନୋନୀତ ହେଲେ ମୁଷ୍କାନ ବେହେରା !!!

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ୱର ପଟ୍ଟନାୟକ : ତାଳଚେର ବ୍ଲକ ଘଣ୍ଟପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ମୁଷ୍କାନ ବେହେରା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକା ଓ ବାଲୁଗାଁ ଅଞ୍ଚଳରେ କେମିତି ଥିଲା ବାତ୍ୟା ‘ଅକୱାନ’ ମୁକାବିଲା ପ୍ରସ୍ତୁତି !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ଓ ବାଲୁଗାଁ ଅଞ୍ଚଳରେ କେମିତି ଥିଲା ବାତ୍ୟା ‘ଅକୱାନ’ ମୁକାବିଲା ପାଇଁ ପ୍ରସ୍ତୁତି…