ଖୋଲିଲା ଗରମ ଗ୍ରୀଡ଼ିଲ : ମିଳିବ ବ୍ରେକଫାଷ୍ଟ ରୁ ଡିନର ଯାଏଁ ସବୁ ଆଇଟମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୂଆ ଅନ୍ଦାଜ ଆଉ ନୂଆ ଡ଼ିସ ନେଇ ଖୋଲିଲା ହୋଟେଲ ଗରମ ଗ୍ରୀଡ଼ିଲ ! ମିଳିବ ବ୍ରେକଫାଷ୍ଟ ରୁ ଡିନର ଯାଏଁ ସବୁ ଆଇଟମ ! ରାଜଧାନୀ ୟୁନିଟ 4 ରବୀନ୍ଦ୍ର ମଣ୍ଡପ ପାଖରେ ଖୋଲିଲା ନୂଆ ହୋଟେଲ , ଇଣ୍ଡିଆନ ଚାଇନିଜ ତନ୍ଦୁର କଣ୍ଟିନେଣ୍ଟାଲ ସମସ୍ତ ପ୍ରକାର ଡ଼ିସ ଏଠାରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ବୋଲି କହିଛନ୍ତି ପ୍ରପାଇଟର ! ବିଶେଷ କରି ରାଜଧାନୀର ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ଏବଂ କର କ୍ଲିନିକ ପାଖରେ ଏହି ରେଷ୍ଟୁରାଣ୍ଟ ଖୋଲିଥିବାରୁ ସ୍ୱାଦ ସହ ମୂଲ୍ୟ ଉପରେ ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି !

Leave a Reply

Your email address will not be published. Required fields are marked *