ବାତ୍ୟାରେ ଧାନ ଫସଲ ନଷ୍ଟ : ଚାଷୀ ଚିନ୍ତାରେ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବାତ୍ୟା ରେ ଧାନ ଫସଲ ନଷ୍ଟ ଚାଷୀ ଚିନ୍ତାରେ, କ୍ଷୟ କ୍ଷତି ଦେଲେ ଧାନ ମଣ୍ଡିକୁ ଧାନ ଦେଇ ପରିବେକେ ନାହିଁ ଚାଷୀ ଆଶା ଆଶା ଙ୍କରେ ଚାଷୀ ! ଗଜପତି ଜିଲ୍ଲା ରେ ଅର୍ଣବ ବାତ୍ୟାରେ ଚାଷୀ ର ଧା ନ ଫସଲ ନଷ୍ଟ ହୋଇଛି। ଚାଷୀ ର ଧନ ଫସଲ ରେ ଜଳ ଜମି ଯିବା ଫଳ ରେ ଧାନ ଫସଲ ନଷ୍ଟ ହୋଇ ଛି। କେତ ଧାନ ବାହାରିଛି ତ କେତେ ଧାନ ଗରଭ ଅବସ୍ଥାରେ ରହିଛି। କେତେ ଧାନ ଜମି ରେ ପଡି ଯାଇଛି ଚାଷୀ ଧାନ କ୍ଷେତକୁ ଶ।ଉ ନଟି ଛନ୍ତି। ଏପରି ସ୍ଥଳେ ସରକାର କ୍ଷୟ କ୍ଷତି ଆକଳନ ଚାଲିଛି। ରାଜସ୍ବ ବିଭାଗ ଓ କୃଷି ବିଭାଗ ମିଳିତ ସହଯୋଗରେ ଧାନ ଫସଲ କ୍ଷୟ କ୍ଷତି ଆକଳନ ଚାଲିଛି। କୃଷକ ନେତା ଶୁ ଜ୍ୟ ନାରାୟଣ ପଟ୍ଟନ।ୟକ କହିଛନ୍ତି ଯେ ବର୍ତ୍ତମାନ୍ ଆର୍ଣ୍ଣବ୍ ବାତ୍ୟାରେ ଚାଷୀ କ୍ଷୟ କ୍ଷତି ସକାଶେ ଦେଲେ ଚାଷୀ ଧାନ ଅମଳ ପରେ କ୍ଷୟ କ୍ଷତି ଦେଇଥିବା ଜମି ର ଧାନ ମଣ୍ଡି ରେ ଦେଇ ପାରିବେ କି ନାହିଁ। ସରକାର କିମ୍ବା ଜିଲ୍ଲା ପ୍ରସାଶନ ଚାଷୀ ଙ୍କ ସକାଶେ ସ୍ୱଷ୍ଟିକରଣ ଦେଲେ ଚାଷୀ ଙ୍କ ପାଖରେ ଥିବା ଦ୍ୟନ୍ଦ ଦୂର ହୋଇ ପାରିବ। ସରକାର ଏହି ବିଷ ୟ ରେ ଅବ ଗ ତ କରନ୍ତୁ। ନହେଲେ ଚାଷୀ ଙ୍କ ମନରେ ଦ୍ୟନ୍ଦ ଦୁର ହୋଇ ପାରିବ ବୋଲି ପ୍ରକାଶ କରିଛନ୍ତି। ଏହି ଭଳିକ୍ଷେତ୍ର ରେ ଚାଷୀ ଜମିରେ କ୍ଷୟ କ୍ଷତି ଜମିର ଦେବେ ନା ନାହିଁ ଯଦି ଦେବେ ମଣ୍ଡି କୁ ଦେଇ ପାରିବେ ନ। ନାହିଁ ବୋଲି ଚାଷୀ କୂଳ ଆଶା ଆଶଙ୍କାରେ ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ଚାଷୀ କୂଳ ଉପ କୃତ ହୋଇ ପାରିବେ।

Leave a Reply

Your email address will not be published. Required fields are marked *