Site icon Awaj Media

ବାରଗଡ଼ିଆ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ରୁ କମ୍ପ୍ୟୁଟର ଚୋରି : କଳିଙ୍ଗନଗର ଥାନାରେ ମାମଲା ରୁଜୁ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅଧିନସ୍ଥ ବାରଗଡ଼ିଆ ଗ୍ରାମ ପଞ୍ଚାୟତର ବାରଗଡ଼ିଆ ଗ୍ରାମରେ ଥିବା ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ରେ କିଛି ଅଜଣା ବୁର୍ବୁତ୍ତ ପଶି ସ୍କୁଲରେ ଥିବା କମ୍ପ୍ୟୁଟର ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀକୁ ଚୋରିକରି ନେଇଛନ୍ତି । ଏହି ଘଟଣା ଘଟିବାର ସୂଚନା ପାଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରତ୍ନପ୍ରଭା ନାୟକ କଳିଙ୍ଗନଗର ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ଅଭିଯୋଗକୁ ଭିତ୍ତି କରି ଥାନାର ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଦେଖିବକୁ ମିଳିଛି .

Exit mobile version