Site icon Awaj Media

ଛତୁ ଗୋଟାଇ ଫେରୁଥିବା ବେଳେ ୨ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ : ଥାନାରେ ଏତଲା !!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ନିକଟସ୍ଥ ସଖିପଡା ନିକଟସ୍ଥ ଜଙ୍ଗଲକୁ ଛତୁ ଗୋଟାଇ ଯାଇ ଫେରୁଥିବା ବେଳେ ଜଗବନ୍ଧୁ ବେହେରା ନାମକ ଜୈନକ ଯୁବକ ଦୁଇଜଣ ଯୁବତୀଙ୍କୁ ଅସଦ ବ୍ୟବହାର କରିବା ସହ ପିଛା କରି ଯୁବତୀଙ୍କ ଘର ପାଖକୁ ଯିବା ଫଳରେ ଯୁବତୀଙ୍କ ମା ପ୍ରତିବାଦ କରିବାରୁ ଜଗବନ୍ଧୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହତ ହୋଇ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଫିରିଙ୍ଗଆ ଥାନାରେ ଏତେଲା ଦେବା ପରେ ପୋଲିସ କେଶ ନମ୍ବର ୭୮/ ୨୧ ରେ ମାମଲା ରୁଜୁ କରି ଧାରା ୩୪୧,୨୯୪,୩୨୩ ,୩୫୪ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତକୁ ତୁରନ୍ତ ରିରଫ କରିବାକୁ ପିଡିତା ଙ୍କ ପରିବାର ଦାବୀ କରିଛନ୍ତି ।

Exit mobile version