Site icon Awaj Media

ମିଥ୍ୟା ଅଡିଓ ଟେପ ଭାଇରାଲ ଘଟଣାରେ ସ୍ପଷ୍ଟିକରଣ ରଖିଲେ ଡିଏମ ଶାନ୍ତନୁ କୁମାର ଦାସ !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମିଥ୍ୟା ଅଡିଓ ଟେପ ଭାଇରାଲ ଘଟଣାରେ ସ୍ପଷ୍ଟିକରଣ ରଖିଲେ ଡିଏମ ଶାନ୍ତନୁ କୁମାର ଦାସ . ଟିପିସିଓଡିଏଲ ଅଧିନରେ ଚାଲୁଥିବା ଷ୍ଟୋଲିନ ଟେକ କମ୍ପାନୀ ର କର୍ମଚାରୀ ନିଯୁକ୍ତିରେ ଡିଏମ ଶାନ୍ତନୁ କୁମାର ଦାସ ଟଙ୍କା ଲାଞ୍ଚ ମାଗୁଥିବା ମିଥ୍ୟା ଅଡିଓ କ୍ଲିପିଙ୍ଗ ଭାଇରାଲ ହୋଇଥିଲା . ତେବେ ଘଟଣାକୁ ନେଇ ନିଜ ର ସ୍ପଷ୍ଟିକରଣ ରଖିଲେ ଡିଏମ ଶାନ୍ତନୁ କୁମାର ଦାସ । ତାଙ୍କ ନାମରେ ମିଥ୍ୟା ଅପପ୍ରଚାର କରୁଥିବା ମିଟର ରିଡର ସୋମନାଥଙ୍କ ନାମରେ ଥାନାରେ ଅଭିଯୋଗ କରିବା ସହ ମାନହାନି ମକଦ୍ଦମା କରିବେ ବୋଲି ପ୍ରକାଶ କଲେ ଡିଏମ ଶ୍ରୀ ଦାସ ।

Exit mobile version