Site icon Awaj Media

ତାଳବସ୍ତ ଅଞ୍ଚଳରେ ଧଳା ଜହର ମାଫିଆ ସକ୍ରିୟ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ତାଳବସ୍ତ ଅଞ୍ଚଳରେ ସକ୍ରିୟ ହେଲେଣି ଧଳା ଜହର ମାଫିଆ . ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳରୁ ଧଳାଜହର ଆସି ତାଳବସ୍ତ , ଦୁଲଣାପୁର ପଞ୍ଚାୟତରେ ପହଞ୍ଚିଲାଣି । ଭକ୍ତଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢୁଛି । ଥାନା ଫାଣ୍ତିରେ ଯୋଉ ପରିମାଣରେ ମାସ୍କ ପାଇଁ ଫାଇନ୍ କାଟୁଛନ୍ତି , ସେତିକି ସତର୍କ ହୋଇ ପାଟ୍ରୋଲିଙ୍ଗ କରୁଥିଲେ ନିଶା ମାଫିଆଙ୍କ ଉପରେ ଅଙ୍କୁଶ ଲାଗି ପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ! ତାଳବସ୍ତ ଅଞ୍ଚଳରେ ଯୁବଗୋଷ୍ଠୀ ବିଶେଷ କରି ଛାତ୍ରମାନେ ଏଥିରେ ଆକ୍ରାନ୍ତ ହେଉଥିବା ଚିନ୍ତାଜନକ ଅଟେ .

Exit mobile version