Site icon Awaj Media

ଖୋଲିଲା ଗୁମର : ସାଙ୍ଗ ହିଁ ହତ୍ୟାକାରୀ !!!

Spread the love

ନିର୍ଭୟ ସମ୍ପାଦକ ନବୀନ ଦାସ ଙ୍କ ପୁଅ ମନୀଷ ହତ୍ୟା ମାମଲାରେ ଭୁବନେଶ୍ୱର ଡ଼ିସିପିଙ୍କ ପ୍ରେସ ମିଟ

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ରାଜଧାନୀର ବହୁ ଚର୍ଚ୍ଚିତ ମନୀଷ ହତ୍ୟା ଘଟଣାର ରହସ୍ୟ ଖୋଲିଛି କମିଶନରେଟ ପୁଲିସ . ଘଟଣା ଦିନ ମନୀଷ ଙ୍କ ସାଙ୍ଗ ମାନେ ହିଁ ତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗିଥିଲେ ବୋଲି ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିସିପି .

Exit mobile version