Site icon Awaj Media

ଗୋଚାଲାଣ କୁ ରୋକିଲେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋର୍ଦ୍ଧା ରୁ କଲିକଲା ଗୋଚାଲଣ ହେଉଥିବା ବେଳେ ଭୁବନେଶ୍ୱର ସିଜୁଆ ଓଭର ବ୍ରିଜ ପାଖରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ମାନେ ଗୋରୁ ଗାଡିକୁ ଅଟକ ରଖି ପୋଲିସ କୁ ହସ୍ତାନ୍ତର କରିଛନ୍ତି . ଉଦ୍ଧାର ହୋଇଥିବା ଗୋରୁ ମାନଙ୍କୁ ପିପୁଲ ଫର ଆନିମଲରେ ଛାଡିଥିବାର ଜଣାଯାଇଛି . ସୂଚନା ମୁତାବକ , ରାତି ୩ ଘଟିକା ସମୟରେ ବଜରଙ୍ଗ ଦଳ ଭୁବନେଶ୍ୱର କାର୍ଯ୍ୟକର୍ତ୍ତା ମାନେ ଜାତୀୟ ଉପରେ ୫ ଟି ଗୋ-ଚାଲଣ ଗାଡିକୁ ଆଇଗିଣିଆ ଓଭରବ୍ରିଜ୍ ପାଖରେ ଅଟକାଇ ୭୩ ଟି ଗୋମାତାଙ୍କୁ ଉଦ୍ଧାର କରିଛନ୍ତି । ସମସ୍ତ ଗୋମାତାଙ୍କୁ ପିପୁଲଫର ଆନିମଲ ଗୋଶାଳାରେ ରଖାଯାଇଛି ।

Exit mobile version