Site icon Awaj Media

ଫେସବୁକ ରେ ଠିକଣା ପାକିସ୍ଥାନ ଲେଖି ହରଡ଼ଘଣାରେ ଯୁବକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଫେସବୁକ ରେ ଠିକଣା ପାକିସ୍ଥାନ ଲେଖି ହରଡ଼ଘଣାରେ ଯୁବକ . ଯୁବକଙ୍କ ଏପରି କାର୍ଯ୍ୟକଳାପ ବିରୋଧରେ ସୁକିନ୍ଦା ବାସୀଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ । ସୁକିନ୍ଦାଗଡ଼ ଜୈନିକ ମୁସଲମାନ ଯୁବକ ସାରିକ ଖାନ ସାମାଜିକ ଗଣମାଧ୍ୟମ ଫେସବୁକରେ ନିଜ ଠିକଣା ଯାଜପୁର, ସିଦ୍ଧି ,ପାକିସ୍ତାନ ଦର୍ଶାଇବାରୁ ସେହି ଯୁବକଙ୍କର ପାକିସ୍ତାନ ବସିନ୍ଦା କିମ୍ବା ପାକିସ୍ତାନ ସହିତ କୌଣସି ସମ୍ପର୍କ ରହିଥିବା ସହିତ ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଥିବା ସନ୍ଦେହ କରି ସୁକିନ୍ଦା ବାସୀଙ୍କ ପକ୍ଷରୁ ସୁକିନ୍ଦା ଥାନାରେ ଏକ ଅଭିଯୋଗ ହୋଇଥିବା ସୂଚନା ମିଳିଛି ।

Exit mobile version