Site icon Awaj Media

ବନ୍ଧଗାଁରେ ରାଜନୈତିକ ହିଂସା : ଜଣେ ଆହତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁରେ ବିଳମ୍ବିତ ରାତି ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରାଜନୈତିକ ହିଂସା ଘଟି ବନ୍ଧଗାଁର ପ୍ରମୋଦ କୁମାର ମହାନ୍ତ ଆହତ ହୋଇଥିବାର ସୂଚନା ମିଳିଛି . ତାଙ୍କୁ ଗ୍ରାମ ଲୋକ ମାନଙ୍କ ସହାୟତାରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି .

Exit mobile version