Site icon Awaj Media

ଆସିଲା ବହୁ ପ୍ରତୀକ୍ଷିତ କଇଁଫୁଲିଆ ଗ୍ରାମପଞ୍ଚାୟତ ଫଳାଫଳ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍ଲକ ର କଇଁଫୁଲିଆ ପଞ୍ଚାୟତ ରହିଥିଲା ସମସ୍ତଙ୍କ ଫୋକସ ରେ . ଚଳିତ ନିର୍ବାଚନରେ ଜିଲ୍ଲାର ଦୁଇ ଚର୍ଚ୍ଚିତ ଚରିତ୍ରଙ୍କ ମଧ୍ୟରେ ହେଉଥିଲା ସିଧା ସଳଖ ଟକ୍କର . ନିର୍ବାଚନରେ ସାମ୍ନାସାମ୍ନି ହୋଇଥିଲେ ପୂର୍ବତନ ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡା ଏବଂ ବେଣୁଧର ପ୍ରଧାନ . ତେବେ ନିର୍ବାଚନରେ ବାଜି ମାରି ନେଇଛନ୍ତି ବେଣୁଧର . ପଞ୍ଚାୟତର ସରପଞ୍ଚ ଭାବରେ ରାକେଶ ରାଉତ ଜିତିଥିବା ସମୟରେ ସମିତି ସଭ୍ୟ ଭାବରେ ବେଣୁଧର ପ୍ରଧାନ ବିଜୟ ଲାଭ କରିଛନ୍ତି .

Exit mobile version